July 27, 2024

ନୂଆଦିଲ୍ଲୀ: ଶାଶୂ ଓ ବୋହୂର ସମ୍ପର୍କରେ ମାନମାଳିନ୍ୟ ହେଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଶାଶୂ ଓ ବୋହୂର ଏମିତି ଏକ ସମ୍ପର୍କ ସାମ୍ନାକୁ ଆସିଛି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଉଛି।