October 31, 2025

ପଞ୍ଚକ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନର ଗଣତିମଣତି କରାଯିବ

1 min read

ପୁରୀ: ପଞ୍ଚକ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନର ଗଣତିମଣତି କରାଯିବ। ଏ ନେଇ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପଞ୍ଚୁକରେ ଶ୍ରୀମନ୍ଦିରରେ କିପରି ଶୃଙ୍ଖଳିତ ଦର୍ଶନ ହୋଇପାରିବ ତାହା ଉପରେ ଏବେ ଗୁରୁତ୍ଵ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସିଂହଦ୍ଵାର ଦେଇ ପ୍ରବେଶ ଏବଂ ଅନ୍ୟ ୩ ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।