October 17, 2026

ପୂର୍ବତନ ବରିଷ୍ଠ ପ୍ରଶାସକ ସ୍ୱର୍ଗତଃ ବିପିନ ବିହାରୀ ଜେନାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ

1 min read

ପୂର୍ବତନ ବରିଷ୍ଠ ପ୍ରଶାସକ ସ୍ୱର୍ଗତଃ ବିପିନ ବିହାରୀ ଜେନାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବଗଡ଼ା ତୁଣୁପୁରସ୍ଥିତ ତାଙ୍କ ବାସଭବନରେ ଯୋଗଦେଇ ଦିବଂଗତ ଆତ୍ମାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଆମ ପ୍ରିୟ ନେତା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ।