July 24, 2026

ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ଜିକାଲ ଷ୍ଟ୍ରାଇକ୍

1 min read

ନୂଆଦିଲ୍ଲୀ : ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ଜିକାଲ ଷ୍ଟ୍ରାଇକ୍। ପେପର ଲିକ୍ ଉପରେ ମୋଦୀ କ୍ୟାବିନେଟର ‘ସର୍ଜିକାଲ୍ ଷ୍ଟ୍ରାଇକ୍’, ୬ ମାସ ମଧ୍ୟରେ ଦଣ୍ଡ, ୧୦ ବର୍ଷ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା?

କେନ୍ଦ୍ର ସରକାର ପେପର ଲିକ୍ ଏବଂ ଠକେଇ ରୋକିବା ପାଇଁ ଆଇନ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନୂତନ ବିଲରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇପାରେ। ମୋଦୀ ସରକାରଙ୍କ ପ୍ରସ୍ତାବିତ ଆଇନରେ ପରିବର୍ତ୍ତନ, କ୍ୟାବିନେଟରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ଏବଂ ନିଟ୍ ପେପର ଲିକ୍ ମାମଲା ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ ନେଇଥିବା ପଦକ୍ଷେପ କ’ଣ ଜାଣନ୍ତୁ..