May 21, 2026

ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର

1 min read

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର। ଗିରିରୋଡ଼ରେ ଉମେଶ ରଥ ଓ ତାଙ୍କ ବାନ୍ଧବୀକୁ ସର୍ବ ସମ୍ମୁଖରେ ରାସ୍ତା ଉପରେ ନିସ୍ତୁକ ମାଡ ମାରିଥିଲେ ମୁକେଶ ଓ ଅନ୍ୟ ସହଯୋଗୀ। ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଉପକଣ୍ଠ ଟାମଣା ଘଟି ଠାରେ ପୁଲିସ ଏନକାଉଣ୍ଟରର ଶିକାର ହେବା ପରେ ମୁକେଶକୁ ଏମକେସିଜି ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଗତକାଲି ରାଜ ମଲୋହୋତ୍ର ଓ ରିଙ୍କୁ ସାମଲଙ୍କୁ ଗିରଫ କରିଥିଲା। ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି।