July 6, 2026

ଥଲାପତି ବିଜୟଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ

1 min read

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ କ୍ୟାବିନେଟ୍ ବୁଧବାର ସଂପ୍ରସାରଣ ହେବାକୁ ଯାଉଛି। ବିଜୟ ତାଙ୍କ କ୍ୟାବିନେଟ୍ ବିସ୍ତାର କରିବେ ଏବଂ ଦୁଇ ଜଣ କଂଗ୍ରେସ ବିଧାୟକଙ୍କୁ ମନ୍ତ୍ରୀ ଭାବରେ ସାମିଲ କରିବେ। ପୂର୍ବତନ ମନ୍ତ୍ରୀ ସି.ଭି. ଶାନମୁଗମ ଏବଂ ଏସ୍.ପି. ଭେଲୁମଣିଙ୍କ ନେତୃତ୍ୱରେ ଏଆଇଏଡିଏମ୍‌କେ ଗୋଷ୍ଠୀର ସଦସ୍ୟମାନଙ୍କୁ କ୍ୟାବିନେଟ୍ ବିସ୍ତାରର ଏହି ପର୍ଯ୍ୟାୟରେ ସାମିଲ କରାଯିବ ନାହିଁ।