ମାଓବାଦୀ ନେତା ବିପଦରେ
1 min read
ଭୁବନେଶ୍ୱର: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି ରହିଥିବା ଡିଜିପି ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି।
ଏଭଳି ସ୍ଥିତିରେ ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ସୁରକ୍ଷାକର୍ମୀ ଟପ୍ କ୍ୟାଡର ମାଓବାଦୀ ନେତା ଶୁକ୍ରୁଙ୍କୁ ଘେରି ରହିଛନ୍ତି। ଫଳରେ ମାଓବାଦୀ ନେତା ଶୁକ୍ରୁ ସଙ୍କଟରେ ପଡିଛନ୍ତି। କୌଣସି ପରିସ୍ଥିତିରେ ସୁରକ୍ଷାକର୍ମୀ ମାଓବାଦୀ ନିପାତ ଅପରେଶନ କରିପାରନ୍ତି ବୋଲି ସୂଚନା ମିଳିଛି।


