March 16, 2026

୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ

1 min read

ବରଗଡ଼: ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରପାଲି ବ୍ଲକ୍ ଏଜୁକେସନ୍ ଅଫିସର ଆକାଉଣ୍ଟାଣ୍ଟ ରଜନୀକାନ୍ତ କର।