February 26, 2026

ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ପରେ ହଳଦିଆପଦର ଓଭରବ୍ରିଜ ସ୍ଥିତି ଅନୁଧ୍ୟାନ

1 min read

ବ୍ରହ୍ମପୁର: ସ୍ଥାନୀୟ ହଳଦିଆପଦର ଓଭରବ୍ରିଜ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ପୂର୍ତ୍ତ ବିଭଗର ୪ ଜଣିଆ ଟିମ୍‌I ବ୍ରିଜର ପୁରୁଣା ନକ୍ସା ଯାଞ୍ଚ କରି ତ୍ରୁଟି ଖୋଜିଛନ୍ତି I ଯାଞ୍ଚ ସରିବା ପରେ ସରକାରଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତିI