ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳପଥର ଟନେଲରେ ସୃଷ୍ଟ ଫାଟର ଯାଞ୍ଚ ନିର୍ଦ୍ଦେଶ
1 min read
ପୁରୁଣାକଟକ: ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳପଥର ଟନେଲରେ ସୃଷ୍ଟ ଫାଟକୁ ବୁଲି ଦେଖିଲେ ପୂର୍ବତଟ ରେଳବାଇର ସାଧାରଣ ପରିଚାଳକ। ଏହାପରେ ସେ କହିଛନ୍ତି, ରଫେଶରେ ଛୋଟ କ୍ରାକ୍ ହୋଇଛି। ରେଳ ବିଭାଗର ଯନ୍ତ୍ରୀମାନଙ୍କୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି।


