ଭିଜିଲାନ୍ସ ଜାଲରେ ଧରା ପଡିଲେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା
1 min read
କୁଚିଣ୍ଡା : ଭିଜିଲାନ୍ସ ଜାଲରେ ଧରା ପଡିଲେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତହସିଲ୍ଦାର ଶୁକ୍ରବାର ଧରାପଡିଛନ୍ତି । ଜମି ପଟ୍ଟା ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ସେ ଲାଞ୍ଚ ନେଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭିଜିଲାନ୍ସ ଟିମ୍ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।