April 13, 2026

ସୁବର୍ଣ୍ଣପୁର ଜିଲ୍ଲାରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ

1 min read

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସୁଲିଆ ନିକଟ ଗୁଜାରେ ଠାରେ ଦୀର୍ଘ ଦିନ ହେବ ବେଆଇନ ଗଞ୍ଜେଇ ବେପାର ଚାଲି ଥିବାର ଆଜି ଖବର ପାଇ ପୁଲିସ ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛିl କାର୍, ଟ୍ରକ, ବାଇକ୍, ପିକଅପ୍ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।