୧୫ଜଣ ମାଓବାଦୀ ଆଜି ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଛନ୍ତି
1 min read
CREATOR: gd-jpeg v1.0 (using IJG JPEG v80), quality = 82
ଭୁବନେଶ୍ବର: ଏକଦା ଘଞ୍ଚ ଜଙ୍ଗଲ ଭିତରେ ରହି ନିକଟସ୍ଥ ଗାଁଗୁଡ଼ିକରେ ବ୍ୟାପକ ଧନଜୀବନ ନେଇଥିବା ୧୫ଜଣ ମାଓବାଦୀ ଆଜି ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଛନ୍ତି। ମାଓ ଦଂପତି ନିଖିଲ ଏବଂ ଇନ୍ଦୁଙ୍କ ସମେତ ମୋଟ ୧୫ଜଣ କ୍ୟାଡର ଆଜି ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ନେଇ ରାୟଗଡ଼ା ପୁଲିସ ସୂଚନା ଦେଇଛି।


