ସୁନ୍ଦରଗଡ଼ ବାଇପାସରେ ଜଳିଗଲା ଟ୍ରକ୍
1 min read
ସୁନ୍ଦରଗଡ଼: ଆଜି ଅପରାହ୍ନରେ ସହର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ପତ୍ରାପାଲି ନିକଟ ହୋଟେଲ ଅନ୍ନପୂର୍ଣ୍ଣା ସମ୍ମୁଖରେ ଏକ ଟ୍ରକ୍ ନିଆଁ ଲାଗି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଟ୍ରକଟି ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିଲା। ନିଆଁ ଲାଗିବା ଦେଖି ଚାଳକ ଓହ୍ଲାଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ। ଟ୍ରକଟି କେଉଁଠାରୁ ଆସୁଥିଲା, କେଉଁଆଡ଼େ ଯାଉଥିଲା


